Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

କେନ୍ଦୁଝର ସହର: ରାମଚନ୍ଦ୍ରପୁର ଠାରେ ଜିଲ୍ଲା ସ୍ତରୀୟ ଖେଳ ପ୍ରତିଯୋଗିତା ଉଦଯାପିତ

ଘସିପୁରା ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନାରାୟଣ ହାଇସ୍କୁଲର ଖେଳପଡିଆରେ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଭଲିବଲ୍ ଏବଂ ଚେସ୍ ଖେଳ ର ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଦୁଇଦିନିଆ ଜିଲ୍ଲାସ୍ତରିର ପ୍ରତିଯୋଗିତା ରେ ୧୩ ଟି ବ୍ଲକ ଭଲିବଲ୍ ଦଳ ଅଂଶଗ୍ରହଣ କରିଥିବା ବେଳେ ଘସିପୁରା ବ୍ଲକ ୨/୦ ରେ ତେଲକୋଇ ବ୍ଲକ କୁ ହରାଇ ଚମ୍ପିୟନ ହୋଇ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।

MORE NEWS