ତେଲକୋଇ: ଜଗମୋହନପୁର ,ଶିଙ୍କୁଳାବାହାଳ, ସରୁଆଳି ଗାଁ ଅଞ୍ଚଳରେ ହାତୀ ଉତ୍ପାତ , ଜାତୀୟ ରାଜପଥ ଅତିକ୍ରମ କରିବାକୁ ପଲୁଆ ହାତୀଙ୍କ ଅପେକ୍ଷା
କେନ୍ଦୁଝର ବନଖଣ୍ଡ ତେଲ କୋଇ ବନାଞ୍ଚଳ ଜଗମୋହନପୁର , ସରୁଆଳି , ଶିଙ୍କୁଳା ବାହାଳ ଅଞ୍ଚଳରେ ହାତୀ ଉତ୍ପାତ , ଧାନଫସଲ ନଷ୍ଟ କରିବା ସହିତ ଭୟଙ୍କର ଆତଙ୍କ ସୃଷ୍ଟି କରୁଛନ୍ତି ହାତୀ ପଲ I ଚାଷିଙ୍କ ମଧ୍ୟରେ ଭୟର ଆତଙ୍କ ଆଜି ଶୁକ୍ରବାର ରାତ୍ରୀ ୧୧ଟା ସମୟର ସୂଚନା ।