ଫୁଲବାଣୀ ସହର: ରାଇକିଆ ଥାନା ଅନ୍ତର୍ଗତ ସୁଗଡବାଡି ପଞ୍ଚାୟତ କଲୋନି ସାହି ରୁ ଷଷ୍ଠ ଶ୍ରେଣୀରେ ଲଢ଼ୁଥିବା ଛାତ୍ରୀ ର ମୃତ ଦେହ ଉଦ୍ଧାର
ଘର ଭିତରୁ ୧୨ ବର୍ଷ ଝିଅର ଗୋଡ଼ ବନ୍ଧା ଝୁଲନ୍ତା ମୃତ ଦେହ ଉଦ୍ଧାର । ରାଇକିଆ ଥାନା ଅନ୍ତର୍ଗତ ସୁଗଡବାଡି ପଞ୍ଚାୟତ କଲୋନି ସାହିରେ । ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ଶବକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ରାଇକିଆ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଯାଇଛି । ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ । ଏହା ହତ୍ୟା ନା ଆତ୍ମହତ୍ୟା ତଦନ୍ତ କରୁଛି ପୋଲିସ ।ଝିଅ ଷଷ୍ଠ ଶ୍ରେଣୀରେ ପଢୁଥିଲେ।