ବୀରମିତ୍ରପୁର: ରାଉରକେଲା ବନଖଣ୍ଡର ପାନପୋଷ,ରାଜଗାଙ୍ଗପୁର , କୁଆରମୁଣ୍ଡା,ବାଙ୍କୀ,ବୀରମିତ୍ରପୁର ରେଞ୍ଜରେ ହାତୀମାନଙ୍କର ଉପସ୍ଥିତି ନେଇ ବନବିଭାଗର ସୂଚନା।
Biramitrapur, Sundargarh | Jul 14, 2025
ରାଉରକେଲା ବନଖଣ୍ଡ ତରଫରୁ ହାତୀମାନଙ୍କର ଉପସ୍ଥିତି ନେଇ ୫୭ଟି ବନବିଭାଗ ତରଫରୁ ଜଣାପଡିଛି।ପାନପୋଷ ରେଞ୍ଜରେ ୧୬ଟି ହାତୀ,ରାଜଗାଙ୍ଗପୁର ରେଞ୍ଜରେ...