ରେଙ୍ଗାଲି: ଶାସନ ଅଞ୍ଚଳର ଜଣେ ଯୁବତୀ ଜ଼ିଲ୍ଲାପାଳଙ୍କୁ ସାକ୍ଷାତ
ଶାସନ ଅଞ୍ଚଳର ଜଣେ ଯୁବତୀ ଆଜି ଜ଼ିଲ୍ଲାପାଙ୍କୁ ସାକ୍ଷାତ କରିଛନ୍ତି l ମିଳିଥିବା ସୂଚନା ଅନୁସାରେ ଗତ 2022 ମସିହାରେ ଶାସନ ଅଞ୍ଚଳ ର ଜଣେ ଯୁବତୀ ଦୁଷ୍କର୍ମ ର ଶିକାର ହୋଇଥିଲେ l ଏହି ଘଟଣା ରେ ଅଭିଯୁକ୍ତ ମଧ୍ୟ ଗିରଫ ହୋଇ ଜେଲ ଯାଇଥିଲା l ଏହି ଘଟଣାରେ ମାନ୍ୟବର ପୋକ୍ସ ଅଦାଲତ ପିଫିତାଙ୍କୁ ଆର୍ଥିକ ସହାୟତା ଦେବା ପାଈଁ ନିର୍ଦ୍ଧେଶ ଦେଇଥିଲେ l ହେଲେ ପିଡିତାଙ୍କୁ କିଛି ଟଙ୍କା ସହାୟତା ମିଳିଥିବା ବେଳେ ଏବେବି କିଛି ଟଙ୍କା ମିଳି ପାରିନାହିଁ l ଯାହାକୁ ନେଇ ପୀଡିତା ଆଜି ନିଜେ ଜ଼ିଲ୍ଲାପାଳଙ୍କ ଠାରେ ଏନେଇ ଅଭିଯୋଗ କରିଛନ୍ତି l