ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରଖିଲେ ପ୍ରତିକ୍ରିୟା
ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରେ ଆୟୋଜିତ ୩୦ତମ ଜାତୀୟ ରୋଡ୍ ସାଇକ୍ଲିଙ୍ଗ ଚ୍ୟାମ୍ପିଅନଶିପ୍ ୨୦୨୫ ଅବସରରେ ଏକ ଭିଡିଓ ବାର୍ତ୍ତା ପ୍ରେରଣ କରିଛନ୍ତି।