ରାଜଗାଙ୍ଗପୁର: ରାକେଶ ନନ୍ଦା ଟ୍ରକ ମାଲିକ ସଂଘ ସଭାପତି ନିର୍ବାଚିତ
ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଟ୍ରକ ମାଲିକ ସଂଘ ର ବିଭିନ୍ନ ପଦ ପଦବୀ ପାଇଁ ଆଜି ଆନୁଷ୍ଠାନିକ ଭାବେ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଛି। ସମାଜସେବୀ ରାକେଶ ନନ୍ଦା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।