ପୁରୀ ମ୍ୟୁନିସିପାଲଟି: ବାଲିଘାଟ ଛକ ଠାରେ ବର୍ଷା ପାଣି ଜମି ରହି ଥିବାରୁ, ସ୍ଥାନୟ ବ୍ୟବସାୟୀ ମାନେ ଅସନ୍ତୋଷ ପ୍ରକାଶ କଲେ l
Puri M, Puri | Sep 17, 2025 ବାଲିଘାଟ ଛକ ଠାରେ ବର୍ଷା ପାଣି ଜମି ରହି ଥିବାରୁ ରାସ୍ତାରେ ଯିବା ଆସିବା କରିବାକୁ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି l ଏହି ବର୍ଷା ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନାହିଁ l ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସାହାଯ୍ୟ ମିଳୁନାହିଁ l