କେନ୍ଦୁଝର ସହର: କେନ୍ଦୁଆ ଗ୍ରାମରେ ମାପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଯୋଗଦେଲେ ସାଂସଦ
ଆଜି ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଜନ୍ମ ଦିବସ ଅବସରରେ କେନ୍ଦୁଝର ନିକଟସ୍ଥ ବୋଦାପଳସା ପଞ୍ଚାୟତ, କେନ୍ଦୁଆ ଗ୍ରାମରେ ରାଜ୍ୟ ବ୍ୟାପୀ 'ମାଆ ପାଇଁ ଗଛଟିଏ' କାର୍ଯ୍ୟକ୍ରମ ଅନୁଷ୍ଟିତ । ଜିଲ୍ଲାପାଳ, ବନଖଣ୍ଡ ଅଧିକାରୀ, ଆରକ୍ଷୀ ଅଧିକ୍ଷକ, CDO ଙ୍କ ସହିତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବୃକ୍ଷରୋପଣ କଲେ ।