ମୋହନା: ମୋହନା ବ୍ଲକ ର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଏକ ପେଡ ମାକେ ନାମ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ।
ମୋହନା ବ୍ଲକ ର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଏକ ପେଡ ମାକେ ନାମ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ। ଆଜି ଦିନ ୧୧ ଘଣ୍ଟ ସମୟରେ ମୋହନା ବ୍ଲକ ରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ସହ ପଞ୍ଚାୟତ କାର୍ଯାଳୟ ପରିସର, ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପରିସର, ବ୍ଲକ ରେ ଥିବା ବିଭିନ୍ନ ବିଦ୍ୟାଳୟ ପରିସର ରେ ଏକ ପେଡ ମାକେ ନାମ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ଚାଲୁ ରହିବା ନେଇ ମୋହନା ବିଡ଼ିଓ ସୂଚ