Date -19.11.2025 Place - Umerkote ଆଜି ଦିବା ୨ ଘଟିକା ସମୟରେ ନବରଙ୍ଗପୁର ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଉମରକୋଟ ର କୃଷି ବିଜ୍ଞାନ କେନ୍ଦ୍ରରେ ପିଏମ କିଷାନ ସମ୍ମାନ ନିଧି କିସ୍ତି ହସ୍ତାନ୍ତର କାର୍ଯ୍ୟକ୍ରମ ଆଭାସୀ ଜରିଆରେ ପ୍ରଦର୍ଶିତ ହୋଇଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦ୍ଵାରା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ର 21 ତମ କିସ୍ତି ଦେଶର 34 ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ଙ୍କୁ ହସ୍ତାନ୍ତର କରାଯାଇଛି। ନବରଙ୍ଗପୁର ଜିଲ୍ଲା ର ଏକ ଲକ୍ଷ ଚାରି ହଜାର 93 ଜଣ (104093) ଚାଷୀ ଙ୍କୁ କିସ୍ତି ହସ୍ତାନ୍ତର କରାଯାଇଛି। 20 କୋଟି 81 ଲକ୍ଷ୍