Public App Logo
Jansamasya
National
Delhi
Digitalindia
Didyouknow
Pmmsy
Constitutionday
Matsyasampadasesamriddhi
Fitwithfish
Fisheries
Nfdp
Indianconstitution
Samvidhandivas
Fidfimpact
Kisancreditcard
Valueaddition
South_delhi
North_delhi
Vandemataram
Dahd
West_delhi
North_west_delhi
Haryana
���ीएसटी
Cybersecurityawareness
Nextgengst
Happydiwali
Diwali2025
Railinfra4andhrapradesh
Responsiblerailyatri

ଖଲ୍ଲିକୋଟ୍: ରାମ ଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ବିଶ୍ୱ ଏଡ଼ସ୍ ଦିବସ ପାଳିତ

Khalikote, Ganjam | Dec 1, 2025
ଆଜି ହେଉଛି ଡିସେମ୍ବର ୧ ବିଶ୍ଵ ଏଡ଼ସ ଦିବସ । ଏହି ଅବସର ରେ ଆଜି ଦିନ ୧୨ ଟା ସମୟରେ ଖଲ୍ଲିକୋଟ ସ୍ଥିତ ରାମଚନ୍ଦ୍ର ମର୍ଦ୍ଧରାଜ ବିଜ୍ଞାନ ମହାବିଦ୍ୟାଳୟରେ ସ୍ଵେଚ୍ଛାସେବୀ ସଂଗଠନ ଅରୁଣା, YRC ,RRC, OSACS ତରଫରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କଲେଜ ଠାରୁ ନିର୍ମଳଝର ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ସଚେତନତା ପଦଯାତ୍ରା କରିଥିଲେ । ଏହା ପରେ କଲେଜ ପରିସର ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

MORE NEWS