ମାଲକାନଗିରି: ଜିଲ୍ଲାପାଳ ତମସା ଗ୍ରାମ ପଞ୍ଚାୟତ ଗସ୍ତ କରି ସେଠାରେ ଚାଲିଥିବା କୃଷକ ପଞ୍ଜିକରଣ କାର୍ଯ୍ୟକ୍ରମର ତଦାରଖ କରିବା ସହ ଚାଷୀମାନଙ୍କ ସହ ଆଲୋଚନା କଲେ