Public App Logo
Jansamasya
National
South_delhi
Pmmsy
Haryana
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
Worldenvironmentday
Beattheheat

ରେଢାଖୋଲ: ପବ୍ଲିକ ଆପ୍ ର ପ୍ରଭାବ , ଖବର ପ୍ରସାରଣ ପରେ ଡିମିରିକୁଦା ଠାରେ କାର ଧକ୍କାରେ ମା ପୁଅ ମୃତ ଘଟଣା , ଗିରଫ ହେଲେ ଫରେଷ୍ଟର

Rairakhol, Sambalpur | Nov 11, 2025
ପବ୍ଲିକ ଆପ୍ ର ପ୍ରଭାବ , ଖବର ପ୍ରସାରଣ ପରେ ଡିମିରିକୁଦା ଠାରେ କାର ଧକ୍କାରେ ମା ପୁଅ ମୃତ ଘଟଣା , ଗିରଫ ହେଲେ ଫରେଷ୍ଟର ଡିମିରିକୁଦା ଗାଁ ନିକଟରେ ଗାଡ଼ି ଧକ୍କାରେ , ମା ପୁଅ ମୃତ ଘଟଣା , ଫେରାର ଗାଡ଼ି ଜବତ ଜଣେ ଗିରଫ , ସନ୍ଦେହରେ ପୋଲିସର ଭୂମିକା ଶିର୍ସିକ କୁ ନେଇ ଗତକାଲି ପବ୍ଲିକ ଆପ୍ ରେ ଖବର ପ୍ରସାରଣ ହୋଇଥିଲା ‌ । ଖବର ପ୍ରସାର ପରେ ପୋଲିସ ମଙ୍ଗଳବାର ସକାଳେ ଦୁର୍ଘଟଣା ଘଟାଇଥିବା ବନ ବିଭାଗର ଫରେଷ୍ଟର ନବ କିଶୋର ମେହେର କୁ ଗିରଫ କରି କୋର୍ଟ ଚାଲାଣ କରିଛି ।‌

MORE NEWS