ରାୟଗଡା: ଅନ୍ତରଝୋଲି ଆଶ୍ରମ ପରିସରରେ ଦିବ୍ୟ ଦର୍ଶନ ସଂଘ ଓ ବିପଦର ବନ୍ଧୁ ମିଳିତ ଆନୁକୁଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ,ଯୋଗ ଦେଲେ ଗୁଣପୁର ବିଧାୟକ
Rayagada, Rayagada | Jul 18, 2025
ଗୁମୁଡା ଅନ୍ତରଝୋଲି ଆଶ୍ରମ ପରିସରରେ ଆଜି ବିପଦର ବନ୍ଧୁ ଓ ଦିବ୍ୟ ଦର୍ଶନ ସଂଘ ପକ୍ଷ ରୁ ମିଳିତ ଭାବରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର...