ତେଲକୋଇ: ତେଲକୋଇ ବଜାର ଅଞ୍ଚଳ ତଳସାହି, ଘୁଣ୍ଟପସି ଅଞ୍ଚଳରେ ପଲୁଆ ହାତୀ । ଧାନ ଫସଲ ନଷ୍ଟ
ତେଲକୋଇ ବଜାର ଅଞ୍ଚଳ ତଳସାହି, ଘୁଣ୍ଟପସି ଅଞ୍ଚଳରେ ପଲୁଆ ହାତୀ । ହାତୀଙ୍କୁ କଡ଼ା ନଜର ରଖିଛି ତେଲକୋଇ ବନବିଭାଗ । ଏବେ ଧାନଅମଳର ସମୟ ହୋଇଥିବା ବେଳେ ,ଅଞ୍ଚଳରେ ପୁଲୁଆ ହାତୀଙ୍କୁ ନେଇ ଏକ ପ୍ରକାର ଭୟର ବାତାବରଣ । ଆଜି ୧୧.୩୦ ମି.ର ସୂଚନା ।