ଟିଟିଲାଗଡ: ବନ୍ଧ୍ୟା କରଣ ଅସ୍ତ୍ରୋପଚାର ପରେ ମହିଳା ରୋଗୀ ଅନିତା ତାଣ୍ଡି ସୁସ୍ଥ ଥିବା ପ୍ରକାଶ କଲେ ଏସ ଡି ଏମ ଓ। ନିରୀକ୍ଷଣ ପାଇଁ ପଠାଗଲା ବଲାଙ୍ଗିର।
Titlagarh, Balangir | Jul 18, 2025
ବନ୍ଧ୍ୟାକରଣ ଅସ୍ତ୍ରୋପଚାର ସମୟରେ ରୋଗୀ ଖାସି ଦେବାରୁ ଅନ୍ତନଳୀରେ ବାଜିଲା ବ୍ଲେଡ - ସ୍ୱାସ୍ଥ୍ୟ ବସ୍ଥା ସ୍ଥିର, ନିରୀକ୍ଷଣ ପାଇଁ ପଠାଗଲା...