ମୋରଡା: ଚାକଚକିଆ ଠାରେ ରାସ୍ତାପାର୍ଶ୍ଵ ଗଛରେ ପିଟିହେଲା ଦ୍ରୁତଗାମୀ ବାଇକ ଚାଳକ ମୃତ, ଚାଳକଙ୍କ ଭଉଣୀ ଗୁରୁତର, ଗୁରୁତରଙ୍କୁ ଉଦ୍ଧାରକଲେ ତହସିଲଦାର
Muruda, Mayurbhanj | Jul 18, 2025
ମୋରଡା ନିର୍ବାଚନମଣ୍ଡଳୀ ଶୁଳିଆପଦାଥାନା ଚାକଚକିଆଠାରେ ଦ୍ରୁତଗାମୀ ବାଇକ ରାସ୍ତାପାର୍ଶ୍ଵସ୍ଥ ଗଛରେ ପିଟିହୋଇଯିବାରୁ ଚାଳକଙ୍କ ଶୋଚନୀୟ ମୃତ୍ୟୁ...