ବଡସାହି: ଚଳିତବର୍ଷ ମେ'ମାସରେ କାନ୍ଥିଠାରେ ପୁଲିସଟିମ ଉପରକୁ ଗାଡି ଚଢାଇବାକୁ ଉଦ୍ୟମ କରି ଧରା ପଡିବା ମାମଲାରେ ଫେରାର ଅଭିଯୁକ୍ତ କୋର୍ଟଚାଲାଣ
Barsahi, Mayurbhanj | Jul 18, 2025
ଚଳିତବର୍ଷ ମେ'ମାସରେ ବୈଶିଙ୍ଗା ଥାନାଅଧୀନ କାନ୍ଥିଠାରେ ୨୪ତାରିଖ ଭୋର ସମୟରେ ସନ୍ଦେହ ଜନକ ଅବସ୍ଥାରେ ଅତ୍ୟନ୍ତ ଦ୍ରୁତଗତିରେ ଆସୁଥିବା...