ସୋହେଲା: ବାଉସେନମୁରା ଗ୍ରାମର ଜନୈକ ବ୍ଯକ୍ତିଙ୍କ ଧାନକ୍ଷେତ ରେ ଔଷଧ ସିଞ୍ଚନ କରୁଥିବାବେଲେ ଆଜି ବିଦ୍ୟୁତ ତାର ଛିଣ୍ଡି ସ୍ବସ୍ପର୍ଶରେ ମୃତ୍ଯୁ ହୋଇଛି
ସୋହେଲା ବ୍ଲକ ବାଉସେନମୁରା ଗ୍ରାମର ହରିହର ବରିହା ବୟସ ପାଖାପାଖି 46 , ଜମିରେ ଔଷଧ ସିଞ୍ଚନ କରୁଥିବା ବେଳେ ଇଲେକ୍ଟ୍ରିକ ତାର ଛିଣ୍ଡି ଯିବାରୁ ଜୀବନ ଚାଲି ଯାଇଛି । ସୂଚନା ଅନୁସାରେ ଆଜି ସକାଲ ପାଖାପାଖି 9 AM ଟା ସମୟରେ ସେ ଜମିରେ ଔଷଧ ସିଞ୍ଚନ କରୁଥିଲେ ଏବଂ ନିକଟରେ ଇଲେକ୍ଟ୍ରିକ ତାର ଛିଣ୍ଡି ଯିବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି ଏବଂ ଏହି ଦୁଃଖଦ ଖବର ସମଗ୍ର ସୋହେଲା ଅଂଚଲରେ ଶୋକର ଛାୟା ଖେଲିଯାଇଛି । ଏହି ଘଟଣା ଅଂଚଲରେ ସନ୍ଦେହ ମଧ୍ଯ ସୃ