ସୁନ୍ଦରଗଡ ସହର: ଅମଲି ପାଲି ରେ ସରକାରୀ ଜମି ରେ ବେଆଇନ ଭାବେ ଗୃହ ନିର୍ମାଣ ଓ ଜବର ଦଖଲ ଉଚ୍ଛେଦ ଆରମ୍ଭ ତହସିଲଦାର ଓ ଟାଉନ ଥାନା ପୋଲିସ ଉପସ୍ଥିତିରେ