ଫୁଲବାଣୀ ସହର: ଫୁଲବାଣୀ ଠାରେ 17 ତମ ଆଦିବାସୀ ୟୁବ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମା ଳ ଦଳ ର ସାଉଥ୍ ଦିଲ୍ଲୀ ଯାତ୍ରା
17 ତମ ଆଦିବାସୀ ୟୁବ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମା ଳ ଦଳ ର ସାଉଥ୍ ଦିଲ୍ଲୀ ଯାତ୍ରା l ଗୁରବାର ଦିନ 2ଘଣ୍ଟିକା ରେ CRPF ର ସୁଚନା ଅନୁସାରେ ଦିନ କେନ୍ଦ୍ର ସରକାର ଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମାଇ ଭାରତ ଫୁଲବାଣୀ ଓ 127 ସି ଆର ପି ଫ ବାଲିଗୁଡା ର ମିଳିତ ଆନୁକୂଲ୍ୟରେ 17ତମ ଆଦିବାସୀ ଯୁବ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳ ସାଉଥ୍ ଦିଲ୍ଲୀ ଯାତ୍ରା l ଏହି ଅବସରରେ ଜିଲ୍ଲା ନିଯୋଜନ ସଭା ଗୃହ ଫୁଲବାଣୀ ଠାରେ ରେ ଏକ ବୈଠକ ଅନୁଷ୍ଠିତ ହୋଇ ଥିଲା l ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଆଇନ ଯିବି ବିଜୟ କୃଷ୍ଣ ପଟ୍ଟନାୟ କ ଯୋଗ