ଆନନ୍ଦପୁର ଉପଖଣ୍ଡ ଫକିରପୁର ଠାରେ ରାଧା କୃଷ୍ଣ କ୍ଲବ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଜି ରାତି ସାଢେ ଆଠଟା ବେଳେ ଅନୁଷ୍ଠିତ ଏହି ଉତ୍ସବ ରେ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ଆନନ୍ଦପୁରର ପୂର୍ବତନ ବିଧାୟକ ଭାଗିରଥି ସେଠି, ଆନନ୍ଦପୁର ଉପଜିଲ୍ଲାପାଳ ନୀଳ ମାଧବ ସୁନା ପ୍ରମୁଖ ଯୋଗଦେଇଥିଲେ।