ନବରଙ୍ଗପୁର ପୋଲିସ ଷ୍ଟେସନ: ଜିଲ୍ଲା ମଙ୍ଗଳ ଵିଭାଗ ପକ୍ଷରୁ ଟିରଲିଆମ୍ବଗୁଡା ଅନ୍ଵେଷା ହଷ୍ଟେଲ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜିଲ୍ଲା ମଙ୍ଗଳ ଵିଭାଗ ପକ୍ଷରୁ ଟିରଲିଆମ୍ବଗୁଡା ଅନ୍ଵେଷା ହଷ୍ଟେଲ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ଜିଲ୍ଲା ମଙ୍ଗଳ ଵିଭାଗ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଏହି ଅବସର ରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପାଲାକା ରବୀନ୍ଦ୍ର ଅନ୍ଵେଷା ହଷ୍ଟେଲ ରେ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ, ଏବଂ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇ ତାର ରକ୍ଷଣ ବ୍ୟକ୍ଷଣ କରିବା ପାଇ ସେ ଛାତ୍ର ଛାତ୍ରୀ ଙ୍କୁ ପରାମର୍ଶ ଦେଇଥିଲେ ଏହି କାର୍ଯ୍ୟକ୍ରମ ରେ ଡିଡବ୍ଲୁଓ ଙ୍କ ସହ ଏଡିଡବ୍ଲୁଓ ନିବେଦିତା ପ୍ରଧାନ ଏବଂ ହଷ୍ଟେଲ ପରିଚାଳକ ଶ୍ରୀ କାଳିକିଙ୍କର ପଟନାୟକ ଉପସ୍ଥିତ ଥିଲେ