ଗ୍ରାମ ର ସୁବାସ ସାହୁ (25 ) ଜଣେ ଯୁବକ ଙ୍କର ମୃତ ଦେହ କୁ ରେଢ଼ାଖୋଲ ରେଳ ବାଇ ପୋଲିସ ଉଦ୍ଧାର କରିଛି l ଘଟଣା ରୁ ଜଣା ପଡିଛି ଜେ ସୁବାସ କୌଣସି କାରଣ ରୁ ଭାର ସ୍ୟାମ ହରାଇ ତାଙ୍କ ବାଇକ ନମ୍ବର (ଓଡି 15 କେ 6642) ଯୋଗେ ଉକ୍ତ ରେଳ ଧାରଣା ନିକଟକୁ ବୁଧବାର ରାତି ରେ ଆସିଥିଲେ l ପରେ ବିଳମ୍ବିତ ରାତି ରେ ଯାଉଥିବା ଟ୍ରେନ ରେ ଆତ୍ମହତ୍ୟା କରିଥିଲେ l ସକାଳେ ତାଙ୍କ ଶବ ଉକ୍ତ ରେଳ ଧାରଣା ରେ ପଡିଥିବା ଦେଖି ସ୍ଥାନୀୟ ଅଞ୍ଚଳ ବାସି ରେଢ଼ାଖୋଲ