ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାପାଳ କାର୍ଯ୍ୟାଳୟ ଯାଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ବଞ୍ଜାରୀ ଗ୍ରାମବାସୀ
ଝାରସୁଗୁଡା ଜିଲ୍ଲାପାଳ କାର୍ଯ୍ୟାଳୟ ଯାଇ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ବଞ୍ଜାରୀ ଗ୍ରାମବାସୀ l ଆଜି ଅପରାହ୍ନ ପ୍ରାୟ ୨ ଟାରେ ବଞ୍ଜାରୀ ସରପଞ୍ଚ ସୀମା ସାହୁ, ଧନଞ୍ଜୟ ଭୋଇଙ୍କ ସହ ଗ୍ରାମର ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ଏହି ଦାବିପତ୍ର ପ୍ରଦାନ କରିଛନ୍ତି l ଆସନ୍ତା ୧୭ ତାରିଖ ବେଦାନ୍ତ କୁଡାଲୋଇ ନର୍ଥ ଏ ବଞ୍ଜାରୀ ଠାରେ ହେବାକୁ ଥିବା ଜନ ଶୁଣାଣି ତଥା ଗ୍ରାମସଭାରେ ସ୍ଥାନୀୟ ଲୋକଙ୍କ ପ୍ରବେଶକୁ ସୁନିଶ୍ଚିତ କରିବା ପାଇଁ ଏହି ଦାବିପତ୍ର ପ୍ରଦାନ କରାଯାଇଛି l ସମସ୍ତ ଗ୍ରାମବାସୀ ଯେମିତି ଏହି ଜନ ଶୁଣାଣିରେ ଭାଗନେବେ ଏବଂ ନିଜ ମତଦେଇପାରିବେ ସେନେଇ ବ୍ୟବସ୍ଥା କରାଇବାକୁ