କେନ୍ଦୁଝର ସହର: କୃଷ୍ଣ ନଗର ନିକଟରେ ସଡ଼କ ଦୁର୍ଘଟଣାରେ ହାଟଡିହିର ଜଣେ ଶିକ୍ଷକଙ୍କ ମୃତ୍ୟୁ, ଅନ୍ୟ ଜଣେ ଶିକ୍ଷକ ଗୁରୁତର
ଅନନ୍ଦପୁର ଯାଜପୁର ରାସ୍ତାର କୃଷ୍ଣ ନଗର ନିକଟରେ ସଡ଼କ ଦୁର୍ଘଟଣାରେ ହାଟଡ଼ିହି ଗ୍ରାମର ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି l ଘଟଣାଟି ଘଟିଛି ଆଜି ଦିନ୧୧ଟା ବେଳେ। ଏହାକୁ ନେଇ ହାତଡ଼ିହି ଗ୍ରାମରେ ଶୋକର ଛାୟା ଖେଳିଯାଇଛି।