ବଡସାହି: ଏମପିସି ହାଇସ୍କୁଲ ସଭାଗୃହରେ ବେତନଟୀ ଜେଏମଏଫସି କୋର୍ଟର ତାଲୁକ ଆଇନସେବା ସମିତି ପକ୍ଷରୁ ଶିକ୍ଷାଅଧିକାରୀ ଆଇନ ସମ୍ପର୍କୀତ ଆଲୋଚନା ଚକ୍ର
Barsahi, Mayurbhanj | Jul 18, 2025
ବେତନଟୀ ଜେଏମଏଫସି କୋର୍ଟର ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ସ୍ଥାନୀୟ ଏମପିସି ହାଇସ୍କୁଲ ସଭାଗୃହରେ ଶୁକ୍ରବାର ଅପରାହ୍ନ ଚାରିଟାରେ ଆୟୋଜିତ...