ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ପୋଲିସଜିଲ୍ଲା ପକ୍ଷରୁ ରିଜର୍ଭ
ପଡିଆରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୧୦
ହଜାର ବୃକ୍ଷରୋପଣ ଲକ୍ଷ୍ୟନେଇ SP ଙ୍କ କାର୍ଯ୍ୟ ଆରମ୍ଭ
ସେପ୍ଟେମ୍ବର ୧୭ତାରିଖ ସକାଳ ୧୧ଟା ୧୫ ମିନିଟରୁ ଆରମ୍ଭ ହୋଇ ଅପରାହ୍ନ ୪ପର୍ଯ୍ୟନ୍ତ ଜାରି ରହିଥିଲା,ଆରକ୍ଷୀ ଅଧିକ୍ଷକ ନୀତେଶ ୱାଦୱାନୀଙ୍କ ତତ୍ୱା ବଧାନରେ "ଏକ ପେଡ ମାଆ କେ ନାମ " ଏହି ସ୍ଲୋଗାନକୁ ପାଥେୟ କରି ରାଉରକେଲା ପୋଲିସ ଜିଲ୍ଲା ପକ୍ଷରୁ ପ୍ରଧାନ ମନ୍ତ୍ରୀଙ୍କ ଜନ୍ମଦିନରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ୧୦ ହଜାର ବୃକ୍ଷରୋପଣ କରାଯିବା ଲକ୍ଷ୍ୟ ରଖି କାର୍ଯ୍ୟକ୍ରମକୁ ପଶ୍ଚିମାଞ୍ଚଳ ରେଞ୍ଜ ପୋଲିସ ଡିଆଇଜି ବ୍ରିଜେଶ କୁମାର ରାୟ ଯୋଗ ଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ,