କଟକ ପୌରାଞ୍ଚଳ: ଦରଘା ବଜାର ଓ କଲେଜ ଛକରେ କଂଗ୍ରେସ, ଏସୟୁସିଆଇ ପକ୍ଷରୁ ମହମବତୀ ଶୋଭାଯାତ୍ରା, ମୃତ ଛାତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଓ ଶୋକଦିବସ
Cuttack M Corp PS, Cuttack | Jul 15, 2025
କଟକ ସହରର ଦରଘା ବଜାର ଓ କଲେଜ ଛକରେ କଂଗ୍ରେସ ଏବଂ ଏସୟୁସିଆଇ କମ୍ୟୁନିଷ୍ଟ ପକ୍ଷରୁ ମହମବତୀ ଶୋଭାଯାତ୍ରା କରାଯାଇଛି। ବାଲେଶ୍ଵର ଜିଲ୍ଲାର ଫକୀର...