ବଲାଙ୍ଗୀର: ସହର ସମସ୍ୟାରେ ପୌରପାଳିକା ବିରୋଧରେ କଂଗ୍ରେସର ପ୍ରଥ ପ୍ରାନ୍ତସଭା ଭାଗିରଥି ଛକରେ ପ୍ରତିକ୍ରିୟା ରଖିଲେ କଂଗ୍ରେସ ନେତା
ବଲାଙ୍ଗିର ସହରରେ ବିଭିନ୍ନ ସମସ୍ୟା ଦିନକୁ ଦିନ ବଢ଼ୁଥିବା ସତ୍ତ୍ୱେ ପୌରପାଳିକା ଅବହେଳା କରୁଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ନେତାମାନେ। ସହରର ବିଭିନ୍ନ ସ୍ଥାନରେ ପ୍ରଥ ପ୍ରାନ୍ତ ସଭା କରି ସେମାନେ ଜନସାମାନ୍ୟଙ୍କ ଅସୁବିଧା କୁ ଆଲୋକିତ କରିଛନ୍ତି। ପାଣି, ପଥ, ଆଲୋକ, ଓ ଅନ୍ୟାନ୍ୟ ସୁବିଧାର ଅଭାବକୁ ନେଇ ସହରବାସୀ ଦୁର୍ଭୋଗକୁ ସହିବାକୁ ବାଧ୍ୟ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହି ସଭା ପରେ ସେମାନେ ଭାଗିରଥି ଛକ ଠାରେ ପ୍ରତିକ୍ରିୟା ରଖି ସହର ପାଇଁ ପୌରପାଳିକାକୁ ଜବାବଦେହୀ କରିବାକୁ ଦାବି କରିଛନ୍ତି।