ଚମ୍ପୁଆ: ସୋୟାବାଲି ଜଙ୍ଗଲରେ ଅବକାରୀ ଚଢାଉ, ୪୦୦୦ କେଜି ପୋଚ ଓ ୪୦୦ ଲିଟର ମଦ ଜବତ
ଚମ୍ପୁଆ ଅବକାରୀ ନିରୀକ୍ଷକ ଶ୍ରୀ ଏଚ ଜଗ୍ଗା ରାଓଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଆଜି ଅବକାରୀ ବିଭାଗ ପକ୍ଷରୁ ବଡବିଲ ଥାନା ସୋୟାବାଲି ଜଙ୍ଗଲରେ ଚଢାଉ କରା ଯାଇଥିଲା। ଏହି ଚଢ଼ାଉରେ ମୋଟ ୪ ହଜାର କେଜି ପୋଚ ଓ ୪୦୦ ଲିଟର ମଦ ଜବତ ହୋଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।