ଜଗତସିଂହପୁର: ମୃତ ପ୍ରସୂତି ମହିଳାଙ୍କ ଶବକୁ ସାଇ ଶ୍ରଦ୍ଧା ନର୍ସିଂ ହୋମ ସମ୍ମୁଖ ରାସ୍ତାରେ ରଖି ରାସ୍ତା ଅବରୋଧ କଲେ ଗ୍ରାମବାସୀ
Jagatsinghapur, Jagatsinghpur | Jul 18, 2025
ମୃତ ପ୍ରସୂତି ମହିଳାଙ୍କ ମୃତ ଦେହ ରାସ୍ତାରେ ରଖି ପାରାଦୀପ ଜଗତସିଂହପୁର ମୁଖ୍ୟ ରାସ୍ତା ଅବରୋଧ। ପାଟେଣିଗାଁ ଅଞ୍ଚଳର ସସ୍ମିତା ସ୍ବାଇଁ ମହିଳା...