ରବିବାର ଦିବା 11 ଘଣ୍ଟା ସମୟରେ ହରଭଙ୍ଗା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ NPS ର ଏକ ଜରୁରୀ ବୈଠକ ସଭାପତି ରଜତ କୁମାର ନାୟକଙ୍କ ସଭାପତିତ୍ବରେ ଓ ଜିଲ୍ଲା ସମ୍ପାଦକ ମହେଶ ସେଠୀଙ୍କ ଉପସ୍ଥିତିରେ ଲୁଣିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି.. ଏଥିରେ CRCC ତଥା କ୍ଲଷ୍ଟର ସଂଯୋଜକଙ୍କ ନେତୃତ୍ବରେ କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ନେଇ ନିଜର ମୂଳ ଦୁଇଟି ଦାବି,ଯଥା :- 1;-6 ବର୍ଷ ଠିକା ନିଯୁକ୍ତି ସମୟକୁ ମୂଳ ଚାକିରୀ ରେ ଗଣନା କରି ୬ତଟି ଇନ୍କ୍ରିମେଣ୍ଟ ପ୍ରଧାନ ପ୍ରାଥମିକ ଶିକ୍ଷକଙ୍କ ମୂଳ ଦାବି l