ସୁନ୍ଦରଗଡ ସହର: ବରପାଲିରୁ ସଦର ବିଧାୟକଙ୍କୁ ଗିରଫ କରି ସୁନ୍ଦରଗଡ଼ ରିଜର୍ଭ ପୋଲିସ କୁ ଆଣିବା ପରେ ବିଜେଡ଼ି ପ୍ରତିନିଧି ଦଳ ଯୋଗେଶଙ୍କୁ ଭେଟିଲେ