ତଲସରା: ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା ପ୍ରତିବାଦରେ ଯୁବ ବିଜେଡ଼ି ପକ୍ଷରୁ ବଡ଼ଗାଁ ସ୍ନାତକ ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
Talasara, Sundargarh | Jul 16, 2025
ସୁନ୍ଦରଗଡ଼ ଜିଲ୍ଲାର ତଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ଼ଗାଁ ସ୍ନାତକ ମହାବିଦ୍ୟାଳୟ ସମ୍ମୁଖରେ ଆଜି ବଡ଼ଗାଁ ଯୁବ ବିଜେଡ଼ି ପକ୍ଷରୁ ଜିଲ୍ଲା...