PLACE- ଉମରକୋଟ Date -18.11.2025 ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବୁର୍ଜା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଛାତ୍ରୀ ନିବାସ ର ସପ୍ତମ ଶ୍ରେଣୀ ଛାତ୍ରୀ ଭବାନୀ ହରିଜନ ଙ୍କ ମୃତ୍ୟୁ ଘଟଣାକୁ ନେଇ ଉମରକୋଟ ରେ ରାସ୍ତା ଅବରୋଧ । କର୍ମଚାରୀ ଙ୍କୁ ବହିଷ୍କାର ଓ ମନ୍ତ୍ରୀ ଙ୍କ ଇସ୍ତଫା ଦାବି ନେଇ ଆଜି ମୃତ୍ୟୁ ଛାତ୍ରୀଙ୍କ ପରିବାର ସହ ଉମରକୋଟ ବିଜେଡ଼ି ଏବଂ କଂଗ୍ରେସ କର୍ମୀ ଉପଖଣ୍ଡ ଚିକିତ୍ସାଳୟ ସାମ୍ନାରେ ଦୀର୍ଘ ୪ ଘଣ୍ଟା ଧାରଣା ଦେଇଥିଲେ।ପରେ ବିଜେଡି କର୍ମୀ ମାନେ ଉମରକୋଟ ମୁଖ୍ୟ ରାସ୍ତା dnk ମେଡିକାଲ ଛକ ନିକଟରେ ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାର ଦୁଇ ପାର୍ଶ୍ୱରେ