ସୋନପୁର: ଡୁଙ୍ଗୁରିପାଲି ଫଟାମୁଣ୍ଡା ସ୍ଥିତ ଆଦର୍ଶ ବିଦ୍ୟାଳୟ ର ଛାତ୍ରୀ ସ୍କୁଲ ପାଇଁ ତଥା ଅଂଚଳ ପାଇଁ ଆଣିଲେ ଗୌରବ
ଡୁଙ୍ଗୁରିପାଲି ଫଟାମୁଣ୍ଡା ସ୍ଥିତ ଆଦର୍ଶ ବିଦ୍ୟାଳୟ ର ଛାତ୍ରୀ ସ୍କୁଲ ପାଇଁ ତଥା ଅଂଚଳ ପାଇଁ ଆଣିଲେ ଗୌରବ। ଆଦର୍ଶ ବିଦ୍ୟାଳୟ ର ସପ୍ତମ ଶ୍ରେଣୀ ଛାତ୍ରୀ ପ୍ରାଚୀ ସ୍ଵଗତିକ ତଣ୍ଡିଆ ଜାତୀୟ ସ୍ତର ରେ ହ୍ୟାଣ୍ଡ ବଳ ଟୁର୍ନାମେଣ୍ଟ ରେ ଓଡିଶା ପକ୍ଷରୁ ଖେଳିବା ର ସୁଯୋଗ ପାଇଛନ୍ତି।ସେ କଟକ ମିନିଷ୍ଟାଡିୟମ କୁ ଖେଳିବାକୁ ଯାଇଥଲେ ସେଠାରୁ ତାଙ୍କୁ ଓଡିଶା ପାଇଁ ଖେଳିବା ରେ ଚୟନ ହୋଇଥିଲେ ଏବେ ସେ ହାଇଦ୍ରାବାଦ କୁ କୋଚିଂ ପାଇଁ ଯିବେ କୋଚିଙ୍ଗ ପରେ ସେ ନେସନାଲ ଲେଭେଲ ରେ ଭାଗ ନେବେ ତାଙ୍କର ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷତ୍ରୀ ଏବଂ ଛାତ୍ରୀ ଛାତ୍ରୀ ଅଭିନନ୍ଦନ ଜଣାଇବା ସହିତ ଜାତୀୟ