ରାଜଗାଙ୍ଗପୁର: ଆଇଟି କଲୋନୀ ରୁ ଚୋରି ଘଟଣାର ପର୍ଦ୍ଦାଫାଶ ଚୋରି ସାମଗ୍ରୀ ଜବତ ଦୁଇ ଚୋର ଗିରଫ
ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଆଇଟି କଲୋନୀ ର ବାସିନ୍ଦା ପ୍ରସନ୍ନ କୁମାର ସାମନ୍ତରାୟ ଙ୍କର ଘର ଚୋରି ଘଟଣା ରେ ଚୋର ଧରିବାରେ ରାଜଗାଙ୍ଗପୁର ପୋଲିସ ସଫଳ ହୋଇଛି।ଚୋରି ସାମଗ୍ରୀ ଜବତ କରିବା ସହ ଦୁଇ ଚୋର କୁ ଧରିବା ସହ ଗିରଫ କରି କୋର୍ଟ ଚାଲାଣ କରିଛି।ଏହା ସହ ଚୋରି ସାମଗ୍ରୀ ଜବତ କରିଛି।