ଫୁଲବାଣୀ ସହର: ଗଛାପଡା ଥାନା ଲୁଇସିଂଗ ପଞ୍ଚାୟତ ର ସୁଡାନି ଘାଟିରେ ଓଲଟିଲା ବାଲି ବୋଝେଇ ହାଇବା ଅଳ୍ପକେ ବର୍ତିଗଲେ ଚାଳକ
ଗଛାପଡା ଥାନା ଲୁଇସିଂଗ ପଞ୍ଚାୟତ ର ସୁଡାନି ଘାଟିରେ ଓଲଟିଲା ବାଲି ବୋଝେଇ ହାଇବା ଅଳ୍ପକେ ବର୍ତିଗଲେ ଚାଳକ ଏହି ଘଟଣା ଟି ଶୁକ୍ରବାର ଦିନ 11ଘଣ୍ଟିକା ସମୟରେ ଘଟିଥିବା ନେଇ ସୁଚନା ମିଳିଛି, ସୁଚନା ମୁତାବକ ଏହି ସଡାଙ୍ଗି ଘାଟି ଦେଇ ବାଲି ନେଇ ଆସୁଥିବା ସମୟ ରେ ଏହି ଦୁର୍ଘଟଣା ଘଟିଥିଲା ଖବର ପାଇବା ପରେ ଗ୍ରାମବାସି ଉଦ୍ଧାର କରିଥିବା ନେଇ ସୁଚନା ମିଳିଛି