ବୀରମିତ୍ରପୁର: ନୂଆଗାଁ ବ୍ଲକର ହକି ପ୍ରଶିକ୍ଷଣ କେନ୍ଦ୍ର,ନୂଆଗାଁ ପରିସରରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ
ନୂଆଗାଁ ବ୍ଲକର ହକି ପ୍ରଶିକ୍ଷଣ କେନ୍ଦ୍ର,ନୂଆଗାଁ ପରିସରରେ ବିର୍ସାମୁଣ୍ଡା ଏନିଭାରସାରି ଅରଗାନାଇଜିଙ୍ଗ କମିଟି ତରଫରୁ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏଥିରେ ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୫୪ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ଶିକ୍ଷକ ମଙ୍ଗଲ କେରକେଟା,ରଞ୍ଜିତ ଏକ୍କା,ରୋସନ ଲାକ୍ରା ପ୍ରମୁଖ ପରିଚାଳନା କାଟିଥିବାବେଳେ ସୁଦିପ ରୋଜ ବାରା, କିଶୋର ଏକ୍କା ପ୍ରମୁଖ ସହଯୋଗ କରିଥିଲେ।