Public App Logo
Jansamasya
National
South_delhi
Pmmsy
Haryana
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
Worldenvironmentday
Beattheheat

ରାଜଗାଙ୍ଗପୁର: ଖତକୁରବାହାଲ ଗ୍ରାମରୁ ଗିରଫ ଅପରାଧୀ ନାମରେ ୫୦ ଅପରାଧିକ ମାମଲା ରହିଥିବା ସୂଚନା

ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅନ୍ତର୍ଗତ ଖତକୁରବାହାଲ ଗ୍ରାମରୁ ଗିରଫ ଅପରାଧୀ ମହମ୍ମଦ ସୁଖଲ ନାମରେ ୫୦ ଅପରାଧିକ ମାମଲା ରହିଥିବା ସୂଚନା ମିଳିଛି। ଜିଲ୍ଲା ପୋଲିସ ର ମୋଷ୍ଟ ୱାଣ୍ଟେଡ ରହିଥିବା ମହମ୍ମଦ ସୁଖଲ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ନିଜ ଘରେ ରହିଥିବା ସୂଚନା ପାଇ ସୁନ୍ଦରଗଡ଼ ଜିଲ୍ଲା ପୋଲିସ ର ଏକ ସ୍ବତନ୍ତ୍ର ଟିମ ଚଢ଼ାଉ କରି ସୁଖଲ କୁ ଗିରଫ କରିବା କୁ ସକ୍ଷମ ହୋଇଥିଲେ।

MORE NEWS