ସୋନପୁର: ନଗର ବନ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପେଡ୍ ମାଁକେ ନାମ୍ କି ନାମ୍ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି
ସୁବର୍ଣ୍ଣପୁର ଜିଲ୍ଲା ସଦର ନଗର ବନ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପେଡ୍ ମାଁକେ ନାମ୍ କି ନାମ୍ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼କ୍ଟର ନୃପରାଜ ସାହୁ ଏହାର ଶୁଭାରମ୍ଭ କରିଥିବା ବେଳେ।ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଚଳୀନା ପ୍ରଧାନ, ସିଡିଓ ଜିଲ୍ଲାପରିଷଦ ଅଶ୍ବିନୀ ମେହେର, ଜିଲ୍ଲା ବନଖଣ୍ଡ ଅଧିକାରୀ ମଦନ ଲାଲ ଶର୍ମା, ବନବିଭାଗ କର୍ମଚାରୀ ଙ୍କ ସମେତ ବିଭିନ୍ନ ବିଭାଗର ସରକାରୀ ଅଧିକାରୀ,ସ୍ବେଚ୍ଛାସେବୀ ନିଜକୁ ସାମିଲ କରିଥିଲେ।