ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭୁବନେଶ୍ୱରରୁ ମହିଳା ଟ୍ରାଫିକ କନେଷ୍ଟବଳ ହତ୍ୟା ପ୍ରସଙ୍ଗରେ କଂଗ୍ରେସ ଭବନରେ ପ୍ରତିକ୍ରିୟା ରଖିଲେ ପିସିସି ସଭାପତି ଭକ୍ତ ଚରଣ ଦାସ
ଭୁବନେଶ୍ୱରରୁ ମହିଳା ଟ୍ରାଫିକ କନେଷ୍ଟବଳ ଶୁଭମିତ୍ରା ନିଖୋଜ ଓ କେନ୍ଦୁଝରରେ ମୃତ ଶରୀର ମିଳିବା ଆଦି ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ନିଜ ପ୍ରତିକ୍ରିୟା ରଖିଛନ୍ତି | ସେ କହିଛନ୍ତି ମହିଳାଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଉଛି। ଗଣ ଦୁଷ୍କର୍ମ ଓ ନାରୀ ହତ୍ୟା ଏକ ସାଧାରଣ ଘଟଣାରେ ପରିବର୍ତ୍ତନ ହେଲାଣି।