ଆଜି ସନ୍ଧ୍ୟା ୬.୩୦ସମୟରେ ଜିଲ୍ଲା ଅବକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ଖବର ଅନୁସାରେ l ଆଜି ହରାଭଙ୍ଗା ଅବକାରୀ ଥାନା ପୋଲିସ ବେଶେଷ ସୂତ୍ରରୁ ଖବର ପାଇଥିଲେ, ପୂରୁଣାକଟକ ଥାନା ଅନ୍ତର୍ଗତ ଜିଆଁକଟା ଗ୍ରାମରେ ବେଆନ ଦେଶି ମହୁଲି ମଦ କରବାର ହେଉଛି l ଏନେଇ ଆଜି ସକାଳ ପାଖାପାଖି ୧୧. ୩୦ ଜିଆଁକଟା ଗ୍ରାମରେ ଚଢ଼ାଉ କରି ଗ୍ରାମ ରାସ୍ତାରୁ ୧୨ଲିଟର ଦେଶି ମହୁଲି ମଦ ଜବତ କରି l ଏଥିରେ ସମ୍ପୃକ୍ତ ୩୪ବର୍ଷୀୟ ସୁରେଶ ସାହୁକୁ ଗିରଫ କରି ୧୦୮/୨୦୨୫-୨୬ରେ ମାମଲା ରୁଜୁ କରି l ଅଦାଲତର ଦ୍ୱାରସ୍ତ କରାଯାଇଛି l