ଦେବଗଡ: ଲଇମୁରା–କୁଚିଣ୍ଡା ରାସ୍ତା ଲଇମୁରା ନାଳର ଡାଇଭର୍ସନ ରାସ୍ତାରେ ଫସିଲା ଟ୍ରକ, ଅଟକି ରହିଲା ଆମ୍ବୁଲାନ୍ସ
Debagarh, Debagarh (Deogarh) | Jul 18, 2025
ତିଲେଇବଣି ବ୍ଲକ ଅନ୍ତର୍ଗତ ଲଇମୁରା – କୁଚିଣ୍ଡା ରାସ୍ତା ଲଇମୁରା ନିକଟ ନାଳର ଡାଇଭର୍ସନ ରାସ୍ତାରେ ଆଜି ପୂର୍ବାହ୍ନରେ ଏକ ଟ୍ରକ ଫସିଥିବା ବେଳେ...