ଜି ଉଦୟଗିରି: ଶ୍ରୀରାମ ପଦା ଠାରେ ରାସ୍ତା କାମ ବେଳେ ବହୁ ଧୂଳି ଉଡ଼ି ଜନ ଜିବନ ଅସ୍ତବ୍ୟସ୍ତ ହୋଇପଡିଛି
ଶ୍ରୀରାମ ପଦା ଠାରେ ରାସ୍ତା କାମ ବେଳେ ବହୁ ଧୂଳି ଉଡ଼ି ଜନ ଜିବନ ଅସ୍ତବ୍ୟସ୍ତ ହୋଇପଡିଛି।ସ୍ଥାନୀୟ ଜନ ସାଧାରଣ,ବ୍ୟବସାୟୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଜନ ଗହଳି ଓ ଦୋକାନ ବ୍ୟବସାୟ ସମୟରେ ଏପରି ଧୂଳି ଲୋକ ଙ୍କୁ ଅସ୍ତବ୍ୟସ୍ତ କରିପକାଉଅଛି।