Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ଉମରକୋଟ: ମୋଦି ଙ୍କ ଜନ୍ମ ଦିନ ରେ ପ୍ରକୃତି କୁ ଉପହାର

Umarkote, Nabarangpur | Sep 17, 2025
ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମଦିବସ ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ ଆହ୍ୱାନ କ୍ରମେ ଆଜି ଉମରକୋଟ ବ୍ଲକ ରେ ବୃକ୍ଷ୍ୟ ରୋପଣ କାର୍ଯ୍ୟକ୍ରମ ହୋଇଅଛି । ଆଜିର ଏହି କାର୍ଯ୍ୟକ୍ରମ ରେ ସମସ୍ତ ବିଦ୍ୟାଳୟ ଏବଂ ପଂଚାୟତ, "ଏକ ପେଡ ମା" କେ ନାମ ଅଭିଫଳରେ ସାମିଲ ହୋଇଛନ୍ତି। ଏହାର ଉଦ୍ଦେଶ୍ୟ ଆମ ଜନ୍ମଦାତ୍ରୀ ମା ପ୍ରତି ସନ୍ମାନ ପ୍ରଦର୍ଶନ କରିବା ସହିତ ଧରିତ୍ରୀ ମା'ର ସୁରକ୍ଷା ପାଇଁ ଗଛଟିଏ ଲଗାଇବା ଓ ପ୍ରକୃତି ର ସଂରକ୍ଷଣ ନିମନ୍ତେ ହାତ ବଢେଇବା। ମା ନାଁ ରେ ଗଛ ଟିଏ ଲଗାଇ ପରିବେଶ ସୁରକ୍ଷା ଦିଗରେ ଅଗ୍ରସର ହେବା।

MORE NEWS