ରାଉରକେଲା ମ୍ୟୁନିସିପାଲଟି: ନିଟ୍ରା N.I.T. ରାଉରକେଲା ଆଲୁମନି ଆସୋସିଏସନର ବାର୍ଷିକ ସାଧାରଣ ସଭା ବ୍ରାହ୍ମଣୀକ୍ଳଵର ପ୍ରେକ୍ଷାଳୟରେ ପାଳନ ହୋଇଯାଇଛି,
ସେପ୍ଟେମ୍ବର ୧୭ତାରିଖ ସକାଳ ୧୦ଟା ସମୟରେ ନିଟ୍ରାର ସଭାପତି ଫକୀର ଚରଣ ମହାନ୍ତି ଏବଂ ସାଧାରଣ ସମ୍ପାଦକ ପ୍ରଫେସର ହୃଷିକେଶ ନାୟକଙ୍କ ଆବାହକତ୍ୱରେ ବାର୍ଷିକ ସାଧାରଣ ସଭାରେ ୮୦ଜଣ ସଦସ୍ୟ ଉପସ୍ଥିତ ରହି ନିଜର ମତ ବିନିମୟ କରି ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ,ସର୍ବସମତ୍ତି କ୍ରମେ ନିଟ୍ରାର ସମ୍ବିଧାନକୁ ତର୍କ ବିତର୍କ ମାଧ୍ୟମରେ ନୂତନ ରୂପ ଦିଆଯାଇଥିଲା, ସଭାରେ ପ୍ରଫେସର କାହ୍ନୁଚରଣ ପାତ୍ରଙ୍କ ଲିଖିତ ପୁସ୍ତକ ଉନ୍ମୋଚନ କରାଗଲା