ଡାବୁଗାଁ: ପାପଡାହାଣ୍ଡି ବ୍ଲକରେ ଅନ୍ତୋଦୟ ଯୋଜନାରେ କାର୍ଯ୍ୟାଦେଶ ପରେ ମଧ୍ୟ ମିଳୁନି ଟଙ୍କା, ବ୍ଲକ କାର୍ଯ୍ୟାଳୟରେ ଏପିଡିଙ୍କୁ ଘେରିଲେ ହିତାଧିକାରୀ
Dabugan, Nabarangpur | Jul 8, 2025
ପାପଡାହାଣ୍ଡି ବ୍ଲକର ବହୁ ହିତାଧିକାରୀଙ୍କୁ ଅନ୍ତୋଦୟ ଯୋଜନାର ପ୍ରଥମ କିସ୍ତି ମିଳିନଥିବା ଯୋଗୁଁ ଆଜି ବ୍ଲକ କାର୍ଯ୍ୟାଳୟରେ ଏପିଡି ଦେବସ୍ମିତା...